ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଭେରୁବଣିଆ ଗ୍ରାମ ନିକଟ ଦେଇ ଯାଇଥିବା ଘୋଡ଼ା ଡିଆଁ ନାଳ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଏନେଇ ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିବା ବେଳେ ଗୁରୁତର ବ୍ୟକ୍ତିଙ୍କ ଘର ହମାମୀରା ହୋଇଥିବା ସୂଚନା ମିଳିଛି।