ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରର ତହସିଲଦାର ଙ୍କ କାର୍ଯ୍ୟାଳୟରେ ହୀରାକୁଦ ବିସ୍ଥାପିତ ଧାରଣା
ସମ୍ବଲପୁରର ତହସିଲଦାର ଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନ 4 ଟା ରେ ହୀରାକୁଦ ବିସ୍ଥାପିତ ରତ୍ନ ଭୂଷଣ ପୃଷେଠ ନାମକ ୮୦ ବର୍ଷିୟ ବରିଷ୍ଠ ନାଗରିକ ଧାରଣା ରେ ବସିଥିଲେ । ହୀରାକୁଦ ନଦୀ ବନ୍ଧ ନିର୍ମାଣ ସମୟରେ ହୋଇଥିବା ବିସ୍ଥାପିତଙ୍କ ସେ ଜଣେ । ଦୀର୍ଘ ୧୯ ବର୍ଷ ବିତିଯିବା ସତ୍ୱେ ପ୍ରଶାସନ ଏପର୍ଯ୍ୟନ୍ତ ତାଙ୍କୁ ତାଙ୍କର 10 ଡ଼ିସିମିଲ ଜମି ଯୋଗାଇ ଦେଇପାରିନାହିଁ l ଏହି ପରିଣତ ବୟସରେ ସରକାର ଓ ପ୍ରଶାସନର ଅବେହଳାକୁ ବିରୋଧ କରି ବାଧ୍ୟ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ଆଜି ଅପରାହ୍ନ 4 ଟା ରୁ ସମ୍ବଲପୁର ତହସିଲଦାର କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ l ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ତହସି