ଆନନ୍ଦପୁର: ଛେନାପଦି ନିକଟରେ ଗୋରୁ ବୋଝେଇ ଗାଡିକୁ ଅଟକ ରଖିବା ଘଟଣାରେ, ପାଞ୍ଚ ଗିରଫ
ଛେନାପଦି ନିକଟରେ ଗୋରୁ ବୋଝେଇ ଗାଡି କୁ ଅଟକ ରଖିବା, ପୋଲିସ କୁ ଦୁର୍ବ୍ୟବହାର କର ଘଟଣାରେ ନନ୍ଦିପଦା ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସନ୍ଧ୍ୟା 5ଟା ବେଳେ କୋର୍ଟ ଚାଲାଣ କରିଛି। ସରକାରୀ ଯୋଜନାରେ ଗୋରୁ ଗୁଡିକ ବାରିପଦା ଯାଉଥିବା ବେଳେ ଛେନାପଦୀ ନିକଟରେ ଗତକାଲି କିଛି ଯୁବକ ଗାଡି ଅଟକାଇ ଗୋରୁ ଗୁଡିକୁ ଓଲ୍ହାଇ ଦେବା ସହ ପୁଲିସ କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ.