ପୌରପାଳିକାରେ କୃଷକ ବଜାର ର ଉନ୍ନତି କରଣ ପାଇଁ ଆଲୋଚନା ବୈଠକ ସହରସ୍ଥିତ କୃଷକ ବଜାର ର ପାରିପାର୍ଶ୍ଵିକ ଉନ୍ନତି ସହ କେତେକ ମୌଳିକ ସମସ୍ୟା ଗୁଡିକର ସମାଧାନ କରିବା ଉଦେଶ୍ୟ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଶ୍ରୀ ଅଶୋକ କର୍ଣ୍ଣ କୃଷକ ବଜାର କମିଟି ସହ ଏକ ବୈଠକ କରିଥିଲେ ଆଗାମୀ ଦିନରେ କୃଷକ ବଜାର ର ନବୀକରଣ କରାଯିବା ନେଇ ଆଲୋଚନା କରାଯାଥିଲା ଏହି ବୈଠକରେ କୃଷ୍ଣକବଜାର କମିଟି ର ସଭାପତି ଶ୍ରୀ ବାପି ସ୍ୱାଇଁ ସମ୍ପାଦକ ଶ୍ରୀ ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ