ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେ ଟେଲିସ୍ପୋପ ଜରିଆରେ ଶନି ଗ୍ରହର ଦର୍ଶନ କଲେ ଛାତ୍ରଛାତ୍ରୀ । ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ଜିଏମୟୁ କୂଳପତି ମହାକାଶ ରେ ଶନି ଗ୍ରହ କିପରି ଦେଖା ଯାଉଛି ସେନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉନ୍ନତ ଟେଲିସ୍କୋପର ସାହାଯ୍ୟରେ କଲେଜର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ, ସହିତ ଅନେକ ସ୍ଥାନୀୟ ବାସିନ୍ଦା, ସମସ୍ତ ବୟସର ଲୋକ ଓ ଅଭିଭାବକମାନେ ଚନ୍ଦ୍ର, ଶନି, ୟୁରେନସ୍, ବୃହସ୍ପତି ଇତ୍ୟାଦି ଗ୍ରହମାନଙ୍କୁ ଅତ୍ୟଧିକ ବୃହତ୍ତର ଆକାରରେ ସ୍ପ