Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଝାରସୁଗୁଡା: ବେଲପାହାଡ଼ ବନାଞ୍ଚଳ ଅନ୍ତର୍ଗତ ବେଲପାହାଡ ଇଂଲିଶ ମିଡ଼ିୟମ ବିଦ୍ୟାଳୟ ରେ ୭୧ ତମ ବନ୍ୟଜୀବ ସପ୍ତାହ ପାଳିତ

Jharsuguda, Jharsuguda | Sep 15, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ବନାଞ୍ଚଳ ଅନ୍ତର୍ଗତ ବେଲପାହାଡ ଇଂଲିଶ ମିଡ଼ିୟମ ବିଦ୍ୟାଳୟ ରେ ୭୧ ତମ ବନ୍ୟଜୀବ ସପ୍ତାହ ପାଳନ କରାଯାଇଛି l ଏହିଅବସରରେ ଆଜି ସୋମବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୧୨ ଟା ୩୦ ଯାଏଁ ଏକ ବନାଞ୍ଚଳ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବେଲପାହାଡ଼ ବନାଞ୍ଚଳ ଓ ବେଲପାହାଡ ଇଂଲିଶ ମିଡିୟମ ବିଦ୍ୟାଳୟ ର ମିଳିତ ସହଯୋଗ ରେ ଆୟୋଜିତ ହୋଇଛି। ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୁଇଟି ବର୍ଗ ଯଥା ଜୁନିଅର ଓ ସିନିୟର ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଥିଲା।

MORE NEWS