ମୋହନା: ୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର, ଧନୁପୋତା ଗାଁ ରାସ୍ତାରେ ଅଟକିଲା ଗର୍ଭବତୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ।
Mohana, Gajapati | Aug 8, 2025
୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର ସାମ୍ନାକୁ ଆସିଛି l ଡ଼୍ରାଇଭର ମଦ୍ୟପାନ ଯୋଗୁଁ ଅଧା ରାସ୍ତାରେ ଅଟକିଲା ଗର୍ଭବତୀଙ୍କୁ ନେଇ ଯାଉଥିବା ୧୦୮...