ଜନ କଲ୍ୟାଣ ସୋସିଆଲ ଫାଉଣ୍ଡେସନ୍ ପକ୍ଷରୁ “ସଂବିଧାନ ସେ ଗଣତନ୍ତ୍ର ତକ ପ୍ରତିଭା ସମ୍ମାନ-୨୦୨୫” ଅଭିଯାନ ପ୍ରତିଯୋଗିତା ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗିନ୍ଦ୍ରପୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜନ କଲ୍ୟାଣ ସୋସିଆଲ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା “ସଂବିଧାନ ସେ ଗଣତନ୍ତ୍ର ତକ ପ୍ରତିଭା ସମ୍ମାନ-୨୦୨୫” ପ୍ରତିଯୋଗିତା ମୂଳକ ସଂବିଧାନ ସଚେତନତା ଅଭିଯାନରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରବନ୍ଧ, ଚିତ୍ରାଙ୍କନ, ଭାଷଣ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସମୁଦାୟ ୨୪ ଜ