ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ହରିଜନ ସାହିର ଲୋକମାନେ ଆଜି ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି କି ସେମାନେ ଏକ ସରକାରୀ ଯାଗାରେ ରହୁଥିଲେ। କିନ୍ତୁ କିଛି ଲୋକଙ୍କ ପ୍ରରୋଚନାରେ ଜାଗାରୁ ଉଠିବା ପାଇଁ ତହସିଲଦାର ନୋଟିସ କରିଛନ୍ତି। ଏନେଇ ଗ୍ରାମର ଲୋକମାନେ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି କି ସେମାନଂକୁ ଜାଗା ଦିଆ ଯାଉ ନଚେତ୍ ଲିଜ୍ ସୂତ୍ରରେ ଦିଆ ଯାଉ।