ରାଉରକେଲା ସିଭିଲଟାଉନସିପ ମାନଟୋଲା ବସ୍ତି ଉଛେଦ କରିଛି ପ୍ରଶାସନ। ୧୦୦ରୁ ଅଧିକ ଘର ଭାଙ୍ଗିଲା ଆରଏମସି। ପ୍ରଧାନମନ୍ତ୍ରୀ ଆବାସ ମିଳିବା ପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ପ୍ରଶାସନର ପଦକ୍ଷେପକୁ ଅମାନବିକତା କହିଲେ ଗରିବ ପରିବାର।ଶୀତରେ ଖୋଲା ଆକାଶ ତଳେ ଅଛନ୍ତି ପିଲାଛୁଆ। ମଂଗଳବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।