ନବରଙ୍ଗପୁର ପୋଲିସ ଷ୍ଟେସନ: ମେନରୋଡ଼ ଦୁର୍ଗା ପୂଜା କମିଟି ସହ ସହରର ବିଭିନ୍ନ ପୂଜା ମଣ୍ଡପରେ ଦର୍ଶନ କଲେ ବିଧାୟକ ଏବଂ ପୂର୍ବତନ ସାଂସଦ
ମେନରୋଡ଼ ଦୁର୍ଗା ପୂଜା କମିଟି ସହ ସହରର ବିଭିନ୍ନ ପୂଜା ମଣ୍ଡପରେ ଦର୍ଶନ କଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ସହର ସ୍ଥିତ ମେନରୋଡ଼ ଦୁର୍ଗା ପୂଜା ମଣ୍ଡପ, ବାଦାମ ସାହି, ସୌରା ସାହି ମଣ୍ଡପ, ପୋଲିସ ଵିଭାଗ ର ପୂଜା ମଣ୍ଡପ, ଆରିସିଡ଼ି ପଡିଆ ର ପୂଜା ମଣ୍ଡପ ଗୁଡିକ ରେ ମା ଦଶ ଭୁଜା ମହିଷା ମର୍ଦିନୀ ମା ଙ୍କର ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିବା ସହ ଅଞ୍ଚଳ ବାସୀଙ୍କ ଶୁଭ ମନାସି ଥିଲେ