ନୂଆଗାଁ ବ୍ଲକର ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ସୁନ୍ଦରଗଡ ଶିକ୍ଷା ଅଧିକାରୀ ଡ଼କ୍ଟର ମୁରଲୀଧର ବେହେରା,ମୁଖ୍ୟବକ୍ତାଭାବେ ଇଂରାଜୀ ପ୍ରଫେସର ରଶ୍ମିରଞ୍ଜନ ରାଉତ ଯୋଗ ଦେଇଥିଲେ।ସନମାନିତ ଅତିଥିଭାବେ ନୂଆଗାଁ ଜିଲ୍ଲା ପରିଷଦ 'କ' ଜ୍ୟୋତି ଦଳରସା ଟେଟେ,ଖୁଣ୍ଟଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ସୁମିତ୍ରା ଓରାମ ପ୍ରମୁଖ ଯୋଗ ଦେଇଥିଲେ।