ଆସନ୍ତା କାଲି ଜିଲ୍ଲାରେ ହେଇପାରେ ବର୍ଷା ଏଭଳି ପୂର୍ବାନୁମାନ କରି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ରାଜ୍ୟ ପାଣିପାଗ ବିଭାଗ ଆସନ୍ତା କାଲି ଘଡ ଘଡି ବର୍ଷା ସହ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ଗୁରୁବାର ଦିନ 2ଟାରେ ଜିଲ୍ଲା ଜରୁରୀ କାଳୀନ ବିଭାଗ କୁ ୟେଲୋ ୱାର୍ଣ୍ଣିଙ୍ଗ ର ସୂଚନା ଦେଲା ରାଜ୍ୟ ପାଣି ପାଗ ବିଭାଗ Mmncxds