ରାଜଗାଙ୍ଗପୁର: ଜଉରାମୁଣ୍ଡା ନିକଟରେ କୁତ୍ରା ପୋଲିସ ହାତରେ ଧରାପଡିଲେ ମଦୁଆ ଚାଳକ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପୋଲିସ ପକ୍ଷରୁ ଆଜି ଜଉରାମୁଣ୍ଡା ନିକଟରେ ବ୍ୟାପକ ଯାନବାହାନ ଖାନତଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସମୟରେ ବିରମିତ୍ରପୁର ଥାନା ଅଞ୍ଚଳର ଲାଡୋଶିରା ଗ୍ରାମ ର ରାଜେଶ ହରୋ ମଦ୍ୟପାନ କରି ବାଇକ ଚଳାଉଥିବା ବେଳେ ଧରାପଡ଼ିଛନ୍ତି।