Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ଟିଟିଲାଗଡ: ବୋଲେରୋ ମଡାଇ ହତ୍ୟା ଉଦ୍ୟମ ଘଟଣାରେ ଦୁଇ ଜଣ ଗିରଫ - ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କଲା ପୋଲିସ

Titlagarh, Balangir | Oct 10, 2025
ଶିବ ଦୟାଲ ଜୈନଙ୍କୁ ହତ୍ୟା ଷଡ଼ଯନ୍ତ୍ର ଘଟଣାରେ ଅନ୍ୟ ୨ ସହଯୋଗି ଗିରଫ -କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ ସହଯୋଗୀ ହେଲେ ମୁରିବାହାଲ୍ ହାଟପଦା ପଡ଼ା ନିବାସୀ ନରେଶ କୁମାର ବେହେରା(୧୯) ଓ ମୁରିବାହାଲ ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ନିବାସୀ ଭକ୍ତବନ୍ଧୁ ଖର୍ସେଲ(୨୬)।ଘଟଣା ର ମାଷ୍ଟର ମାଇଣ୍ଡ ଅଙ୍କୁରକୁ ପୁଲିସ ରିମାଣ୍ଡ ରେ ଆଣି ଅଧିକ ତଦନ୍ତ କରିବାକୁ ସୁଚନାଦେଇଛି। ପ୍ରଥମେ ୨୭ ତାରିଖରେ ଏହି ଦୁଇ ଜଣଙ୍କୁ ଡାକି ଅଙ୍କୁର ୫ ଲକ୍ଷ ଟଙ୍କାର ସୁପାରି ଦେଇ ହତ୍ୟା ପାଇଁ ଡିଲ କଲେ। ଅଗ୍ରୀମ ୪୦/୫୦ ହଜାର ଦେବା ପରେ ୨୮ ତାରିଖ ରାତିରେ ଗାଡ଼ିରେ ଧକ୍କା ମାରି ଫେରାର ମାରିଥିଲେ।

MORE NEWS