ଗତ ଏକ ସପ୍ତାହ ଧରି ଅରେବେଡା ଖେଳ ପଡିଆ ଠାରେ ଚାଲିଥିବା ଗୋପଗଞ୍ଜନ ମେମୋରିଆଲ ଫୁଟ ବ୍ଲକ୍ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଉଦଯାପିତ ହେଇ ଯାଇଚି। ଧର୍ମଗଡ ବ୍ଲକ୍ ଅଧୀନସ୍ଥ ବଗାଡ ଏବଂ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଚିକିଲି ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେଇଥିଲା। ଏଥିରେ ବିଭାଗ ଏକାଦଶ ୫/୧ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ଘୋଷିତ ହେବା ସହ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହେଇଥିଲେ।