ଅତାବିରା: ଗୋଡଭଗା ସାରସ୍ବତ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ
ଗୋଡଭଗା ସ୍ଥିତ ସାରସ୍ୱତ ଡ଼ିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷା ପ୍ରତିମା ପାଲ ଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଯୁବ ରେଡ କ୍ରସ୍ ତରଫରୁ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପନୀ ଦିନର ଆରମ୍ଭ ଯୋଗ ରୁ ଆରମ୍ଭ ହୋଇଥିଲା ଏହି ଯୋଗ ସେସନ୍ କୁ କାଉନସିଲ ଅଧ୍ୟାପକ ସତ୍ୟନାରାୟଣ ପଟେଲ୍ ପରିଚାଳନା କରିଥିଲେ । ତା ପରେ ପରେ YRC volunteers ମାନଙ୍କ ଦ୍ବାରା କ୍ୟାମ୍ପସ ସଫେଇ କରଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ମଲୟ ରଞ୍ଜନ ମହାନନ୍ଦ ଯୋଗଦେଇଥିଲେ