ନଭେମ୍ବର ୨୬ ତାରିଖ ସକାଳ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମିଡ଼ିଆକ୍ଲବର ସୋସିଆଲ ମିଡ଼ିଆ ଏଣ୍ଡ ଡିଜିଟାଲ କଲଚର ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି, ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲିକ, ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକଙ୍କ ସମେତ ମିଡିଆକ୍ଲବ ରାଉରକେଲାର ସଭାପତି ତଥା ଉତ୍କଳମେଲର ସମ୍ପାଦକ ପୀତବାସ ମିଶ୍ର, ମିଡ଼ିଆକ୍ଲବର ଉପସଭାପତି ନିରଞ୍ଜନ ଦାସ, ସାଧାରଣ ସମ୍ପାଦକ ତଥା ସାମ୍ବାଦିକ ବିବେକାନନ୍ଦ ଦାସ ଯୋଗ ଦେଇ ସୋସିଆଲ ମିଡ଼ିଆ ଏଣ୍ଡ