କାମାକ୍ଷାନଗର: ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ, ଉପସ୍ଥିତ ଥିଲେ ବିଧାୟକ ଶତ୍ରୁଘନ ଜେନା
Kamakshyanagar, Dhenkanal | Aug 27, 2025
ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ହଲଠାରେ ବୁଧବାର ୧୨ଟାରେ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା...