ମନେରଗା ଦୁର୍ନୀତିକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ କଲେ ଜଗନ୍ନାଥପୁର ଗ୍ରାମବାସୀ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତରେ ମନେରଗା ଦୁର୍ନୀତିକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ କରିଛନ୍ତି ଗ୍ରାମବାସୀ। ମନେରଗା ଯୋଜନାରେ କଂଛିଆ ଗାଁରେ ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗ୍ରାମବାସୀ ଏବଂ ଠିକାଦାରଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା। ଏପରିକି ପଞ୍ଚାୟତରେ ମନେରଗା ଦୁର୍ନୀତିର ପର୍ଦ୍ଦାଫାସ କରିଛନ୍ତି ଗ୍ରାମବାସୀ। ଯାହାକୁ ମଙ୍ଗଳବାର ଅପରାହ୍ନ ୧ଟାରେ ନେଇ ସ୍ଥାନୀୟ ବିଡ଼ିଓଙ୍କ ନିକଟରେ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଉପଜିଲ୍ଲାପାଳଙ୍କ