ବୀରମିତ୍ରପୁର: ନୂଆଗାଁ ବ୍ଲକର ଗୋପପୁର ସେବାଶ୍ରମ ବିଦ୍ୟାଳୟ ପରିସରରେ ଜଣଜାତୀୟ ଗୌରବ ଦିବସ ପାଳିତ
ନୂଆଗାଁ ବ୍ଲକର ଗୋପପୁର ସେବାଶ୍ରମ ବିଦ୍ୟାଳୟ ପରିସରରେ ଜଣଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଚୀ ମାର୍ଗାରେତା ଡୁଙ୍ଗଡୁଙ୍ଗଙ୍କ ତତ୍ବାବଧାନରେ ଆରମ୍ଭ ହୋଇଥିଲା।ଏଥିରେ ଉକ୍ତ ବିଦ୍ୟାଳୟର ଅଭିଭାବକମାନେ ଯୋଗଦେଇଥିଲେ।