କେନ୍ଦୁଝର, ଆସନ୍ତା କାଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କେନ୍ଦୁଝର ଗସ୍ତ ଅବସରରେ ନୂଆପଡା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବେ କେନ୍ଦୁଝର ଜନସାଧାରଣ । କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଭବ୍ୟ କାର୍ଯ୍ୟକ୍ରମ ସନ୍ଧ୍ୟା ୭ଘଟିକରେ ଅନୁଷ୍ଠିତ ହେବ।