ଆଜି ସଂସଦୀୟ ଖେଳ ମହୋତ୍ସବ ୨୦୨୫ ବଅଁରପାଳ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମାନ୍ୟବର ଅନୁଗୋଳ ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ବଅଁରପାଳ ଶ୍ରୀ ଲୋଚନ ଦାସ, ସଂସାଦ ଙ୍କ ପ୍ରତିନିଧି ସୁଦୀପ ଗଡନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର, ଜିଲ୍ଲା ମହିଳା ନେତ୍ରୀ ରୋଜାଲିନ ଦାସ, ବ୍ଲକ୍ ଶିକ୍ଷା ଅଧିକାର ମାନସ ରଞ୍ଜନ ପୁଷ୍ଟି,ବିଧାୟକ୍ ପ୍ରତିନିଧି କିଟୁ ପଣ୍ଡା, ବ୍ଲକ୍ ମଣ୍ଡଳ ସଭାପତି ସୁବ୍ରତ ସାହୁ ପ୍ରମୂଖ ଉପସ୍ଥିତ ଥିଲେ। ଶ୍ରୀମତୀ ମୃଦୁଲା ଠାକୁର ଙ୍କ ବିକାଶ ଫାଉଣ୍ଡେସନ ର ସଂଯୋଗକାରି ସୌରଭ ସାମଲ ମଞ୍ଚ ପରିଚାଳନା