କଣ୍ଟାମାଳ: ଗୁଂଜିତରା ରୁ ବିପୁଳ ଦେଶୀ ମଦ ସହ ବିପୁଳ ମହୁଲ ପୋଚ ନଷ୍ଟ
ଗୁଂଜିତରା ରୁ ବିପୁଳ ଦେଶୀ ମଦ ସହ ବିପୁଳ ମହୁଲ ପୋଚ ନଷ୍ଟ କଣ୍ଟାମାଲ ଅବକାରୀ ବିଭାଗ ପକ୍ଷରୁ କଣ୍ଟାମାଲ ଥାନା ଗୁଂଜିତରା ନାଳ ନିକଟରେ ଏକ ଟିମ. ଚଢ଼ାଉ କରିଥିଲେ ଉକ୍ତସ୍ଥାନ ରେ ବେଆଇନ ଭାବରେ ଦେଶୀ ମଦ ରନ୍ଧା ଚାଲୁଥିଲା I ଫଳରେ ଘଟଣା ସ୍ଥଳରେ 20ଲିଟର ଦେଶୀ ମଦ ଜବତ ସହ 400ଲିଟର ମହୁଲ ପୋଚ ନଷ୍ଟ କରି ମାମଲାରୁଜୁ କରିଥିବା ନେଇ ରାତି 9ଘଣ୍ଟା ସମୟ ରେ ଅବକାରୀ ବିଭାଗ ରୁ ସୂଚନା O