ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଉଦ୍ଧଘାଟକ ଭାବେ ଯୋଗଦେଲେ ବିଧାୟକ ନୀଳମଣି ବିଶୋଇ
Surada, Ganjam | Sep 5, 2025
:ଆଜି ସମଗ୍ର ଭାରତବର୍ଷରେ ଉତ୍ସାହର ସହିତ ପାଳିତ ହୋଇଯାଇଛି ଗୁରୁ ଦିବସ। ଗୁରୁ ପୂଜନ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ସୋରଡ଼ା...