ନିକଟରେ କୋଷାଗୁମୁଡା କୁକୁଡି ସେମେଳା ସେବାଶ୍ରମର ଛାତ୍ର କୁକର ଫାଟି ଆହତ ହେବା ଅଭିଯୋଗ ଘଟଣାରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝି ଆହତ ଛାତ୍ରକୁ ଉଦ୍ଧାର କରି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଏହି ହସ୍ତାନ୍ତର ସମୟରେ ଛାତ୍ରକୁ ଚିକିଶ୍ଚାରେ ଅବହେଳା ପ୍ରଦର୍ଶନକୁ ନେଇ ପ୍ରଦୀପ ବିରକ୍ତି ପ୍ରକାଶ କରିଥିଲେ । ଏନେଇ ପ୍ରଦୀପ ଙ୍କ ବିରୋଧରେ ଏତଲା ଦେଇଥିଲେ ଡିଡ଼ବ୍ଲ୍ୟୁଓ, ଏତଲାରେ ସାମ୍ବାଦିକ ଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଅଭିଯୋଗ