କୋରାପୁଟ ସହର: କୋରାପୁଟରେ ହାଡ଼ଭଙ୍ଗା ଶୀତ ସହ ଘନ କୁହୁଡି ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବାସିନ୍ଦା
କୋରାପୁଟରେ ହାଡ଼ଭଙ୍ଗା ଶୀତ ସହ ଘନ କୁହୁଡି ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ରାତିରେ ପାରଦ ୧୦ ଡିଗ୍ରୀ ତଳକୁ ଖସୁଥିବା ବେଳେ ଘନ କୁହୁଡି ଯୋଗୁଁ ସକାଳ ୮ ଟା ଯାଏଁ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହେଉଛି। ସକାଳୁ କୋରାପୁଟ ବିଭିନ୍ନ ପାର୍କରେ ଯୁବକ ଠାରୁ ବୟସ୍କା ଓ ମହିଳା ମାନେ ପ୍ରାତଃ ଭ୍ରମଣ କରି ନିଜକୁ ଫିଟ୍ ରଖୁଥିବା ଆଜି ସକାଳ ୮ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।