Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଢେଙ୍କାନାଳ ସଦର: ଇନ୍ଦିପୁର ସରକାରୀ ବିଦ୍ୟାଳୟରେ ଗଛ ମୂଳରେ କୁକୁର ନିକଟରେ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ

ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଯେଉଁଠି ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ କୌଣସି ସୁବିଧା ନ ଥିବାରୁ ଏହି ବିଦ୍ୟାଳୟର ୪ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହା ହେଉଛି ତାହାର ଦୃଶ୍ୟ ।ଆଜି ମଧ୍ୟାହ୍ନ ୨ଟା ସମୟରେ କିଏ ଗଛ ମୂଳରେ ତ କିଏ କୁକୁର ନିକଟରେ ଏପରିକ କେହି କେହି ଶୌଚାଳୟ କାନ୍ଥରେ ବସି ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କରୁଛନ୍ତି।

MORE NEWS