ବରୀ ବ୍ଲକ ବାଲିଆପାଳ ସ୍ଥିତ ବିଧାନଚନ୍ଦ୍ର ଏକାଡେମୀ ଖେଳ ପଡିଆରେ "ବରୀ ଲୋକ ମହୋତ୍ସବ-୨୦୨୫" ଉଦଘାଟିତ ହେଇଯାଇଛି l ଆଜି କଳା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଲୋକ ମହୋତ୍ସବ ବୁଡି ଯାଉଥୁବା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ହେଇଥିବା ଏଭଳି କାର୍ଯ୍ୟକ୍ରମ କୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ l