ଭଟଲି: ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ରେ ଆଜି କାର୍ତ୍ତିଜ ଏକାଦଶୀ ରେ ପ୍ରଭୁ ଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ
ଆଜି ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ରେ ପବିତ୍ର କାର୍ତିକ ଏକାଦଶୀ ରେ ପ୍ରଭୁ ଦଧିବାମନ ମନ୍ଦିରରେ ଆଜି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଛି. ସକାଳ ରୁ ପୂଜା ହୋଇଥିବା ବେଳେ ଆଜି ସନ୍ଧ୍ୟା 6 PM ରେ ପୂଜା ହୋଇଥିଲା