ଅନୁଗୋଳ: ଛେଳିଆପଡା ଠାରେ ୬୬ ତମ ପୋଲିସ ସହିଦ୍ ସ୍କୃତି ଦିବସ ପାଳିତ; ପ୍ରତିକ୍ରିୟା ରଖିଲେ ସତ୍ୟବ୍ରତ ଭୋଇ
Anugul, Angul | Oct 21, 2025 ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଏବଂ ଅନୁଗୋଳ ପୋଲିସ ପରିବାର ପକ୍ଷରୁ ଆଜି ୬୬ ତମ ପୋଲିସ ସହିଦ୍ ସ୍କୃତି ଦିବସ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ସୂଚନା ଯେ, ଆଜି ଛେଳିଆପଡା ସ୍ଥିତ ପୋଲିସ ପ୍ୟାରେଡ ମଇଦାନ ଠାରେ ଆଜି ସକାଳ ୮ ଘଟିକା ସମୟରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଏବଂ ଅନୁଗୋଳ ପୋଲିସ ପରିବାର ପକ୍ଷରୁ ଆଜି ୬୬ ତମ ପୋଲିସ ସହିଦ୍ ସ୍କୃତି ଦିବସ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକାରୀ IG ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ସମସ୍ତ ଥାନା ଅଧିକାରୀ ଙ୍କ ସମେତ ବହ