ଶିଖ୍ ସମାଜର ଗୁରୁ ନାନକ ଦେବଙ୍କ ଆଜି ପବିତ୍ର ଜନ୍ମ ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା ରାଜଖରିଆର ଗୁରୁଦ୍ୱାରରେ ଯୋଗଦେଲେ ଧର୍ମଶାଳାର ପୂର୍ବତନ ପ୍ରଣବ ବଳବନ୍ତରାୟ । ସୂଚନା ମୁତାବକ ଶିଖ୍ ସମାଜର ଗୁରୁ ନାନକ ଦେବଙ୍କ ଆଜି ପବିତ୍ର ଜନ୍ମ ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା ରାଜଖରିଆର ଗୁରୁଦ୍ୱାରରେ ଯୋଗଦେଲେ ଧର୍ମଶାଳାର ପୂର୍ବତନ ପ୍ରଣବ ବଳବନ୍ତରାୟ ଯୋଗଦେଇ ଆଶ୍ରୀବାଦ କାମନା କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିବା ବୁଧବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି ।