କଟକ ପୌରାଞ୍ଚଳ: ପାର୍ବଣ କଟକଣା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଚାନ୍ଦିନୀ ଚୌକରେ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀଙ୍କ ପ୍ରତିକ୍ରିୟା
Cuttack M Corp PS, Cuttack | Aug 26, 2025
ଚଳିତ ବର୍ଷ ପାର୍ବଣ ଋତୁ ନେଇ ହାଇକୋର୍ଟ ଅନେକ କଟକଣା ଲାଗୁ କରିଛନ୍ତି। ରାସ୍ତା ଅବରୋଧ କରି ତୋରଣ, ପୂଜା ପେଣ୍ଡାଲ ଓ ମଣ୍ଡପ ନିର୍ମାଣ...