ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଏସ. ଗୋପାଳପୁର ପଞ୍ଚାୟତ ପୁରୁଣାଗଡ଼ ଗ୍ରାମ ଗ୍ରସ୍ତ କରିଛନ୍ତି ପୂର୍ବତନ ବିଜେପି ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ l ସେ ଗ୍ରାମରେ ପହଞ୍ଚି ଦଳୀୟ କର୍ମୀ ଙ୍କ ସହ ଦଳ ସଂଗଠନ ନେଇ ଆଲୋଚନା କରିଥିଲେ l ପରେ ଗ୍ରାମର ଜଣେ ବିଜେପି କର୍ମୀ ଙ୍କ ବଡ ଭାଇ ଙ୍କ ଅକାଳ ବିୟୋଗ ଖବରପାଇ ମୃତକ ଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ସଦସ୍ୟ ଙ୍କୁ ସେ ସମବେଦନା ଜଣାଇଛନ୍ତି l