Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏସସିବି ମେଡିକାଲରେ ସଫଳ ହେଲା ୭ ବର୍ଷୀୟ ଶିଶୁର ବକ୍ରପାଦ ଅସ୍ତ୍ରୋପଚାର

Malkangiri, Malkangiri | Sep 23, 2025
ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ କଟକ ଏସସିବି ମେଡିକାଲ ଠାରେ ବକ୍ରପାଦ ଯନ୍ତ୍ରଣାରେ ଜର୍ଜରିତ ଜଣେ ଶିଶୁଙ୍କର ଅସ୍ତ୍ରୋପଚାର ସଫଳ ହୋଇପାରିଛି । କୋରକୁଣ୍ଡା ବ୍ଲକ କ୍ଷେତ୍ର ଗସ୍ତ ସମୟରେ ତମସା ଗ୍ରାମ ପଞ୍ଚାୟତ ତଣ୍ଡାପାଲି ଗ୍ରାମର ଶିଶୁ ଅନୁରାଗ ମାଡକାମୀଙ୍କ ବାମପାଦ ବକ୍ର ଥିବା ଦେଖିବାକୁ ପାଇଥିଲେ ଜିଲ୍ଲାପାଳ। କୋୟା ଜନଜାତିର ୭ ବର୍ଷୀୟ ଶିଶୁ ଅନୁରାଗ ତଣ୍ଡାପାଲି ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର। ଅନୁରାଗଙ୍କ ବକ୍ରପାଦ ବିଷୟରେ ଅବଗତ ହେବା ପରେ ତୁରନ୍ତ ଜିଲ୍ଲାପାଳ ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସମ୍ପୂର୍ଣ୍ଣ ଚ

MORE NEWS