ବାଲୁଗାଁ: ବାଲୁଗାଁ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଲେ ଚିଲିକା ବିଧାୟକ
ମଙ୍ଗଳବାର ମା' କାଳିଜାଇ ଟେଣ୍ଟ, ସାଉଣ୍ଡ ଲାଇଟ୍ ମଙ୍ଗଳ ମାଲିକ ସଂଗଠନ, ବାଲୁଗାଁ ପକ୍ଷରୁ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ଚିଲିକା ବିଧାୟକ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ମହୋଦୟ ଙ୍କୁ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଉଦବୋଧନ ରଖିଥିଲେ ଏବଂ ମା' କାଳିଜାଇ ଟେଣ୍ଟ ସାଉଣ୍ଡ ଲାଇଟ୍ ମାଲିକ ସଂଗଠନ ର ସଭାପତି ଶ୍ରୀ ଦିଲ୍ଲିପ ମହାନ୍ତି ଓ ସମ୍ପାଦକ ଉପସ୍ଥିତ ଥିଲେ।