ଆଜି ମାର୍ଚ୍ଚ 13 ତାରିଖ ଶୁକ୍ରବାର ଅପରାହ୍ନ 4 ଟାରେ ଦୁଷ୍କର୍ମ କାରୀ ଅଭିଯୁକ୍ତ ସରୋଜ ଗଣ୍ଡକୁ କିଞ୍ଜିର କେଲା ପୋଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତକୁ ଆଜି ପୂର୍ବାହ୍ନ 9 ଟା ସମୟରେ କୁକୁରି ଡିହିରୁ ଗିରଫ କରିବା ସହ ତାର ଡ଼ାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଛି। ସେ ଗତ କାଲି ଜଣେ 30 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରି ଥିଲା, ଏ ନେଇ ସମ୍ପୃକ୍ତ ଯୁବତୀ ଗତ କାଲି କିଞ୍ଜିର କେଲା ଥାନାରେ ଲିଖିତ ଅଭିଯୋଗ କରିଥଲେ। ତାଙ୍କ ଅଭିଯୋଗ କ୍ରମେ କିଞ୍ଜିରକେଲା ପୋଲିସ କିଞ୍ଜିର କେଲା ଥାନା କେଶ ନମ୍ବର - 92 ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିଲା। ଆଜି ଅଭିଯୁକ୍ତ ଦଫା -