ସଦର: ଛୋରିଆଗଡ଼ରେ ବୈଦ୍ୟନାଥ ଗୁରୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ଉପସ୍ଥିତିରେ ଖେଳାଳୀ ମାନଙ୍କୁ ଉତ୍ସାହ
ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଛୋରିଆଗଡ଼ ଠାରେ ବୈଦ୍ୟନାଥ ଗୁରୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟ ଗତ କାରଣରୁ ବର୍ତ୍ତମାନ ସାଂସଦ ଯୋଗ ଦେଇପାରିନଥିବା ସତ୍ତେ, ତାଙ୍କ ପକ୍ଷରୁ ପୂର୍ବତନ ସାଂସଦ ଶ୍ରୀ Arka Keshari Deo ଜୀ ଉପସ୍ଥିତ ହୋଇ ଖେଳାଳୀ ମାନଙ୍କୁ ଉତ୍ସାହିତ କଲେ। ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଗ୍ରାମଞ୍ଚଳ ର ଯୁବ ଶକ୍ତି ମଧ୍ୟରେ ଖେଳାଧୁଳା ପ୍ରତି ଆଗ୍ରହ ବଢିବା ସହ ଏକ ସୁସ୍ଥ ଓ ସକାରାତ୍ମକ ପରିବେଶ ସୃଷ୍ଟି ହେଉଛି।