ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ ‘ସୁରଭି’ ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କାଣିଗୁମା କ୍ଲଷ୍ଟରର ୧୩ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିବା ବକ୍ତୃତା, ରଚନା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ, ବିତର୍କ, ସୃଜନଶୀଳ ଲିଖନ,ଓଡ଼ିଆ ହସ୍ତାକ୍ଷର, ଓ ଶୃତ ଲିଖନ,ଗଳ୍ପ କଥନ,ଗଣିତ ଦୌଡ, ଗଣିତ କ୍ବିଜ୍,ସଂଗୀତ ଏବଂ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତାରେ ୧୫୦ ଜଣ ଛାତ୍ରଛାତ୍ରୀ ଭାଗ ନ