କୋରାପୁଟ ସହର: ଓକିଲ ମାନଙ୍କୁ ନେଇ ରାଜ୍ୟସ୍ତରୀୟ twenty twenty କ୍ରିକେଟ ମ୍ୟାଚ ନେଇ ପ୍ରତିକ୍ରିୟା ରଖିଲେ କୋରପୁଟ ଓକିଲ ସଭାପତି ପ୍ରଭାତ ମହାପାତ୍ର
ଆଜି ଦିନ ବାରଟା ତିରିଶି ମିନିଟ୍ ସମୟରେ କୋରାପୁଟ ପ୍ରେସ କ୍ଲବ୍ ରେ ଆସନ୍ତା ଦୁଇ ତାରିଖ ରୁ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟ ସ୍ତରୀୟ twenty twenty କ୍ରିକେଟ ମ୍ୟାଚ କୁ ନେଇ କୋରାପୁଟ ବାର ଆସୋସିଏନ ଦ୍ବାରା ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବାର ସଙ୍ଘ ର ସଭାପତି ପ୍ରଭାତ ମହାପାତ୍ର କହିଚନ୍ତି ଷୋହଳ ଟି ଟିମ୍ ଏଇ କ୍ରିକେଟ ମ୍ୟାଚ ରେ ଅଂଶ ଗ୍ରହଣ କରିବେ। ନକ ଆଉଟ୍ ଫର୍ମୁଲା ରେ ଖେଳାଯିବ ସବୁ ମ୍ୟାଚ୍। ନଅ ତାରିଖ ରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି