ସମ୍ବଲପୁର ମ୍ୟୁନିସିପାଲଟି: ଲଷ୍ମୀ ଟକିଜ ଅଂଚଳ ରେ ବେଆଇନ ଭାବେ ନିର୍ମାଣ ହେଇଥିବା ଦୋକାନ ଘରକୁ ଉଛେଦ କଲା ମହାନଗର ନିଗମ
ବେଆଇନ ଭାବେ ନିର୍ମାଣ ହେଇଥିବା ଘରକୁ ଉଛେଦ କଲା ମହାନଗର ନିଗମ l ଏ ନେଇ ବାରମ୍ବାର ନୋଟିସ ଦିଆଯାଇଥିଲା ମାଲିକ ଙ୍କୁ l ସେପଟେ ବୁଧବାର ଅପରାହ୍ନ 2ଟାରେ ମହାନଗର ନିଗମ ର କର୍ମଚାରି ମାନେ ପହଁଚି ଉକ୍ତ ବେଆଇନ ଦୋକାନ ଘରକୁ ଉଛେଦ କରିଥିବା ସୂଚନା ମିଳିଛି l