ତାରିଖ: 06/12/2025 ସ୍ଥାନ:ଉମରକୋଟ ଭବାନୀପାଟଣାରେ ଆୟୋଜିତ ରାଜ୍ୟସ୍ତରୀୟ (U-17)ବାଳିକା ଫୁଟବଲ୍ ଚାମ୍ପିଅନସିପ୍ରେ ନବରଙ୍ଗପୁର ଫୁଟବଲ୍ ଦଳ ବିଜୟୀ ହୋଇ ଏବେ ଚାମ୍ପିୟାନ ଟ୍ରଫି ଜିତିଛି। ସତର ବର୍ଷ ରୁ କମ ବୟସ୍କ ବାଳିକାଙ୍କ ମଧ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଦଳ ଦୃଢ଼ ଖେଳ ପ୍ରଦର୍ଶନ କରି ଅନ୍ୟ ସମସ୍ତ ଦଳକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଉମରକୋଟ ର ଗଙ୍ଗାବତୀ ଗଣ୍ଡ ଏବଂ ଜମୁନାବତୀ ଗଣ୍ଡ ଶ୍ରେଷ୍ଠ ଖେଳାଳି ଭାବେ ଘୋଷିତ ହେବା ଉମରକୋଟ ସହିତ ନବରଙ୍ଗପୁର ପାଇଁ ଗୌରବର ବିଷୟ। ଉଭୟେ ଉମରକୋଟ ବ୍ଲକ ଅଧିନସ୍ଥ ସର