ରାୟଗଡା: ସ୍ଥାନୀୟ ଲାୟନ୍ସ କ୍ଳବ ପରିସରରେ ରାୟଗଡା ୱେବ ମିଡିଆ ୟୁନିଅନ୍ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଅତିଥି ଭାବେ ଯୋଗଦେଲେ ବିଧାୟକ
Rayagada, Rayagada | Aug 31, 2025
ରାୟଗଡା ସହର ସ୍ଥିତ ଲାୟନ୍ସ କ୍ଳବ ପରିସରରେ ରବିବାର ଦିନ ରାୟଗଡା ୱେବ ମିଡିଆ ୟୁନିଅନ୍ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥି...