କଣ୍ଟାବାଞ୍ଜି: ମୁରିବାହାଳ ଥାନା କୁଳୁବାହାଳ ଗାଁ ଠାରେ ସଡ଼କ ଦୁର୍ଘଟଣା ୩ ଜଣ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଭର୍ତ୍ତି
Kantabanji, Balangir | Aug 31, 2025
ବଲାଙ୍ଗିର ଜିଲ୍ଲା ମୁରିବାହାଳ ଥାନା ଅର୍ନ୍ତଗତ କୁର୍ଲୁବାହାଲ ଗାଁ ନିକଟ ରାସ୍ତା ଉପରୁ ବାରାହା ଆସିବା ଯୋଗୁଁ ବାଇକ ଚଳାକ ଗୁରୁତର ଅବସ୍ଥା...