ନର୍ଲା: କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଧାରଣା ରେ ବସିଲେ ସିଆରପି,ଏମବିକେ ସଂଘ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାର ରେ ପ୍ରୋତ୍ସାହନ ରାଶୀ ଦେବାକୁ ନିଷ୍ପତ୍ତି ଓ ରାଜସ୍ୱ ଗ୍ରାମ ରେ ଜଣେ ସିଆରପି ରଖିବା କୁ ନିଷ୍ପତ୍ତି ନେଉଥିବା ରୁ ଏହାର ପ୍ରତିବାଦ ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ସରକାର ଉପରକ୍ତ ନିୟମ ପରିବର୍ତ୍ତନ ନ କରିବା ଯାଏଁ ସଂଘ ଧାରଣା ଦେବାକୁ ସ୍ଥିର କରିଥିବା ସଂଘ ର ସଭାନେତ୍ରୀ ସୁଷମା ସାହୁ,ସମ୍ପାଦିକା ସନ୍ତୋଶି ମାଝୀଙ୍କ ସୁ