ବୌଦ୍ଧ ସଦର: ବୌଦ୍ଧ ସହର ସ୍ଥିତ ବାଇପାସ ଛକ ନିକଟରେ ସଂସ୍କୃତି ଭବନର ଶିଳାନ୍ୟାସ ଉତ୍ସବ ଉତ୍ସବ ଅନୁଷ୍ଠିତ
ବୌଦ୍ଧ ସହର ସ୍ଥିତ ବାଇପାସ ଛକ ନିକଟରେ ଚିତ୍ରଗୁପ୍ତ ସମାଜ ସେବା ତଥା କରଣ ସମାଜର ସଂସ୍କୃତି ଭବନର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଭାପତି ଶ୍ରୀ ଫଣିରଞ୍ଜନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ ଯୋଗ ଦେଇ ନଡ଼ିଆ ଭାଙ୍ଗି ଫିତା କାଟି ଶିଳାନ୍ୟାସ କରିଥିଲେ