ଟିଟିଲାଗଡ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ସିହିନି ପଞ୍ଚାୟତରେ କରାଗଲା ୫୦୦ ବୃକ୍ଷ ରୋପଣ।
ସିହିନୀ ଉଚ୍ଚ ବିଦ୍ୟାଳୟ, ଉଦେପୁର ଖେଳ ପଡିଆ, ଗିରିଗୋବର୍ଧନ ପୀଠ ସିହିନୀ ଠାରେ ୫୦୦ ଗୋଟି ବୃକ୍ଷ ସିହିନୀ ଗ୍ରାମ ପଞ୍ଚାୟତ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଲଗାଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସରପଞ୍ଚ ବୀରବର ସାହୁ,ସମ୍ମାନିତ ଅତିଥି ଭାବେ ଦିବାକର ସଗରିଆ, ଏ ଡି ଇ ଓ ସରୋଜ, ସ୍କୁଲର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅସିନ ହେର୍ନା, ଗଜିନ ଛତର,ତରଣୀ ସାହୁ,ହମିନ ନାଗ,ଗଣେଶ୍ୱର କୁମ୍ଭାର,ସୁମିତ୍ରା ଖର୍ସେଲ,ଆରତୀ କୁମ୍ଭାର,ନେପାଳ ଚନ୍ଦନ,ତପ