ରାୟଗଡା: ଗୁଗୁରୁପାଙ୍ଗା ଗୋଷ୍ଠୀ କେନ୍ଦ୍ର ପରିସରରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗ ଦେଲେ ଗୋଷ୍ଠି ଉନ୍ନୟନ ଅଧିକାରୀ
ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ନିଲାମ ଗୁଡ଼ା ପଞ୍ଚାୟତ ର ଗୁଗୁରୂପାଙ୍ଗା ଠାରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ବ୍ଲକ ର ସମସ୍ତ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ