ଶ୍ରୀ କୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି। ରୌପ୍ୟ ଜୟନ୍ତୀ ମୁକ୍ତ ମଞ୍ଚ ନାଟକ ମହୋତ୍ସବ ୨୦୨୫ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଛେଣ୍ଡ ସ୍ଥିତ ଭି ଏସ୍ ଏସ୍ ମାର୍କେଟ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ମଧ୍ୟାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ କୃଷ୍ଣ ସାଂସ୍କୃତିକ କଳା ପରିଷଦର ସଭାପତି ପ୍ରଦୀପ କୁମାର ନାୟକ।