ଖରିଆର: ୫୨ ବର୍ଷରେ ପଦାର୍ପଣ କଲା ଖଡ଼ିଆଳ ସ୍ଥିତ ବିଦ୍ୟୁତ ବିଭାଗ ଦୂର୍ଗାପୂଜା; ପ୍ରତିକ୍ରିୟା ରଖିଲେ ପୂଜକ
ଖଡ଼ିଆଳ ସହରର ଥାନା ଛକ ଠାରେ ଖଡ଼ିଆଳ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁଷ୍ଠିତ ଦୂର୍ଗାପୂଜା ଚଳିତ ବର୍ଷ ୫୨ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ମାଁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିତ ପରିଲକ୍ଷିତ ହୋଇଥିବା ବେଳେ ପୂଜା କମିଟି ପକ୍ଷରୁ ଭକ୍ତଙ୍କ ଭୋଗ, ଅର୍ଣ୍ଣ ବ୍ୟବସ୍ଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ନେଇ ଆଜି ୬ ଟାରେ ସୂଚନା ଦିଆଯାଇଛି।